ମତଦାନରେ ଅଂଶଗ୍ରହଣ କଲେ ସାନିଆ

0
  • Overview
  • Review score

ତେଲେଙ୍ଗାନା ରାଜ୍ୟର ୧୧୯ଟି ଲୋକସଭା ଆସନ ପାଇଁ ଶୁକ୍ରବାର ମତଦାନ ଆରମ୍ଭ ହୋଇଯାଇଛି। ଏହି ପ୍ରକ୍ରିୟାରେ ମହିଳା ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା ଅଂଶଗ୍ରହଣ କରିଛନ୍ତି। ସେ ପରିବାର ସମେତ ହାଇଦ୍ରାବାଦରେ ମତଦାନ କରିଛନ୍ତି। ତାଙ୍କ ବ୍ୟତୀତ ଫିଲ୍ମ ଷ୍ଟାର କେ. ଚିରଞ୍ଜୀବ, ଆକିନେନି ନାଗାର୍ଜୁନା ଓ ବାହୁବଲୀ ନିର୍ଦ୍ଦେଶକ ଏସ୍‌. ଏସ୍‌. ରାଜମୋଲି ମଧ୍ୟ ମତଦାନରେ ସାମିଲ ହୋଇଛନ୍ତି।
For more details visit our website or call us at : 0674 -2549302

We will be happy to hear your thoughts

Leave a reply

Register New Account
Reset Password
Compare items
  • Total (0)
Compare
0